ହେଡଲାଇନସ୍:

କାଲିକୁ ବଳାଇଲା ଆଜି : ୨୮  ଜିଲ୍ଲାରୁ ୧୫୯୪  କରୋନା ପଜିଟିଭ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ସର୍ବାଧିକ ସ୍ଥାନୀୟ ସଂକ୍ରମଣ ବଢ଼ିଛି ଚିନ୍ତା  , ମୃତ୍ୟୁ ସଂଖ୍ୟା ପହଁଚିଲା ୧୨୦  

  • ଗଂଜାମ ୭୩୨ , ଖୋରଧା ୩୨୦,  କଟକ ୧୩୬ 

ଭୁବନେଶ୍ୱର (ଶାସକ ପ୍ରଶାସକ) :  ଆଜି ସାରା ଦେଶରେ କରୋନା ଭୟଙ୍କର ସ୍ଥିତି ପରିସ୍ଥିତି କରିଥିବା ବେଳେ ରାଜ୍ୟରେ ଅଣାୟତ୍ତ  କରି ଦେଇଛି କାରଣ | ଆଜି  ରାଜ୍ୟରେ ପୂର୍ବର ରେକର୍ଡ ଭାଙ୍ଗି ବିସ୍ଫୋରଣ କରିଛି କରୋନା ଭୁତାଣୁ | ଆଜି ରାଜ୍ୟରେ ୨୮  ଜିଲ୍ଲାରୁ ୧୫୯୪  କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି |  ସେମାନଙ୍କ ମଧ୍ୟରୁ କବାରେଣ୍ଟାଇନରୁ ୧୦୬୭  ଜଣ ଚିହ୍ନଟ ହୋଇଥିବା ବେଳେ ବାହାରୁ ଚିହ୍ନଟ ହୋଇଛନ୍ତି ୫୨୭   ଜଣ | ଫଳରେ ମୋଟ ଆକ୍ରାନ୍ତଙ୍କ ସାଂଖ୍ୟ ୨୧୬୯୩    ରେ ପହଂଚିଛି | ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୧୪୩୯୨ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା  ୮୨୪୮  ରେ ପହଂଚିଛି |  ଆଜି ୬ ଜଣଙ୍କ ପ୍ରାଣ ହାନି ଘଟିଛି | ଦୁଇ ଜଣ ଅଣକୋବିଡ଼ ଜନିତ ମୃତ୍ୟୁ ହେଲାଣି | ମୃତ୍ୟୁ ସଂଖ୍ୟା ପହଁଚିଲା ୧୨୦ରେ | 

ଆଜି ଚିହ୍ନଟଙ୍କ  ମଧ୍ୟରେ ଅନ୍ୟ ଜିଲ୍ଲାରେ ଅନୁଗୁଲ ୧୦, ବାଲେଶ୍ୱର ୨୨, ବରଗଡ  ୮, ବଲାଙ୍ଗୀର  ୬, ବୌଧ  ୪୧,  ଢେଙ୍କାନାଳ  ୨, ଗଜପତି , ଜଗତସିଂହପୁର  ୩, ଯାଜପୁର  ୫, ଝାରସୁଗୁଡା  ୮, କଳାହାଣ୍ଡି  ୧, କନ୍ଧମାଳ  ୧୭, କେନ୍ଦ୍ରାପଡା ୯, କେନ୍ଦୁଝର ୨୦, କୋରାପୁଟ  ୩୩, ମାଲକାନଗିରି  ୯,ମୟୁରଭଞ୍ଜ  ୩୨,ନବରଙ୍ଗପୁର  ୩, ନୟାଗଡ ୧୦. ନୂଆପଡା  ୧, ପୁରୀ  ୩୦, ସମ୍ବଲପୁର ୧୩, ସୋନେପୁର  ୪ଜଣ ଓ ସୁନ୍ଦରଗଡ ରୁ  ୫୬ ଜଣ ଚିହ୍ନିତ ହୋଇଛନ୍ତି | 

 

0
0
0
s2sdefault