ହେଡଲାଇନସ୍:

 ଆଜି ସୁସ୍ଥ ହେଲେ ୩୯୦ ଜଣ କରୋନା ଆକ୍ରାନ୍ତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର( ଶାସକ ପ୍ରଶାସକ)  : ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୩୯୦  ଜଣ କରୋନା ଆକ୍ରାନ୍ତ | ଫଳରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮୭୫୦ କୁ ବୃଦ୍ଧି ପାଇଛି | 

ଆଜି ସର୍ବାଧିକ ୧୦୬ ଜଣ ଗଂଜାମରୁ ସୁସ୍ଥ ହୋଇଥିବା ବେଳେ ୭୧ ଜଣ କଟକରୁ, ୩୮ଜଣ ଲେଖାଏ ସୁନ୍ଦରଗଡ଼ ଓ  ମୟୁରଭଞ୍ଜରୁ ,  ୨୫ ଜଣ ଯାଜପୁରରୁ , ୨୪ ଜଣ ନବରଂଗପୁରରୁ, ୨୨ ଜଣ ସମ୍ବଲପୁରରୁ,  ୧୫ ଜଣ  ଖୋର୍ଦ୍ଧାରୁ,  ୯ ଜଣ ବାଲେଶ୍ୱରରୁ  ୩୧ଜଣ କେନ୍ଦୁଝର, ୬ଜଣ ବରଗଡରୁ, ୫ଜଣ  ଅନୁଗୁଳ, କଳାହାଣ୍ଡି  ଓ କେନ୍ଦ୍ରାପଡ଼ାରୁ , ୪ଜଣ ଜଗତସିଂପୁର ଓ  କୋରାପୁଟରୁ, ୩ଜଣ ଭଦ୍ରକ, ବୌଧ ଓ କେନ୍ଦୁଝରରୁ ୨ଜଣ ଲେଖାଏ   ନୟାଗଡ ଓ ପୁରୀରୁ ସୁସ୍ଥ ହୋଇଛନ୍ତି |  

0
0
0
s2sdefault