ଭୁବନେଶ୍ୱର : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ରେ ଚିହ୍ନଟ ହୋଇଛନ୍ତି ୬୪ ଜଣ କରୋନା ପଜିଟିଭ| ସେମାନଙ୍କ ମଧ୍ୟରୁ ୩୬ ଜଣ କ୍ଵାରେଣ୍ଟାଇନ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ସର୍ବସାଧାରଣ ଅଂଚଳରୁ ୨୮ ଜଣ | ଫଳରେ ଭୁବନେଶ୍ୱରରେ ମୋଟ ପଜିଟିଭଙ୍କ ସଂଖ୍ୟା ୭୦୪ରେ ପହଂଚିଛି | ହେଲେ ବାହାରୁ ୨୮ ଜଣ ଚିହ୍ନଟ ହେବା ନିହାତି ଭାବେ ଚିନ୍ତାର କାରଣ ପାଲଟିଛି |
ରାଜ୍ୟ
ବିଏମସି ଏରିଆରୁ ୬୪, ହେଲେ ବାହାରୁ ୨୮ ଚିନ୍ତାର କାରଣ
- Hits: 709







