ହେଡଲାଇନସ୍:

ଜୟା ନେଗେଟିଭ , ଐଶ୍ୱର୍ଯ୍ୟା ଓ ଆରାଧ୍ୟା ପଜିଟିଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁମ୍ବାଇ (ଏସପିବି) -କରୋନା ପଜିଟିଭ ଚିହ୍ନଟ ହୋଇ ବିଗ ବି ଅମିତାଭ ଓ ତାଙ୍କ ପୁଅ ଅଭିଷେକ ଚିକିତ୍ସିତ ହେଉଥିବା ବେଲେ ଏପଟେ ଜୟା ବଚନ, ଐଶ୍ୱର୍ଯ୍ୟା ରାୟ ବଚନ ଓ ଆରାଧ୍ୟାଙ୍କ କରୋନା ପରୀକ୍ଷା କରାଯାଇଛି | ଜୟାଙ୍କ ନେଗେଟିଭ ଆସିଥିବା ବେଳେ ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କ ପଜିଟିଭ ଆସିଥିବା ଗଣମାଧ୍ୟମ ରିପୋର୍ଟରୁ ଜଣ ପଡିଛି  | ଅପରପକ୍ଷରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଅମିତାଭଙ୍କ ଘର "ଜଳସା" ସାନିଟାଈଜ କରାଯିବା ପ୍ରକ୍ରିୟା ଜାରି ରହିଛି | 

ସେପଟେ ଅମିତାଭ ହସପିଟାଲରୁ ଏକ ଭିଡିଓ ଜାରି କରି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ସେବାକୁ ପ୍ରଶଂସା କରିଛନ୍ତି | ଡାକ୍ତରଙ୍କୁ ଭଗବାନ ବୋଲି କହିଛନ୍ତି | ଅମିତାଭଙ୍କ କରନା ପଜିଟିଭ ଚିହ୍ନଟ ହେବ ପରେ ସବୁ ଆଡୁ ତାଙ୍କ ଆଶୁ ଆରୋଗ୍ୟ କାମନାର ସୁଅ ଛୁଟିବାରେ ଲାଗିଛି |  

0
0
0
s2sdefault