ହେଡଲାଇନସ୍:

ସୁସ୍ଥ ହେଲେ ୨୨୯ ଜଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୨୨୯ ଜଣ | ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଲା ୫୯୩୪ରେ | ଆଜି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୯୧ଜଣ  ଗଂଜାମରୁ, ୨୯ଜଣ ଖୋର୍ଦ୍ଧାରୁ, ୨୬ଜଣ ଗଜପତିରୁ, ୧୫ଜଣ ଝାରସୁଗୁଡ଼ାରୁ,୧୨ଜଣ ବଲାଙ୍ଗୀରରୁ, ଜଗତସିଂହପୁର ଓ ମୟୁରଭଞ୍ଜରୁ ୧୧ ଜଣ ଲେଖାଏ,୮ଜଣ ଯାଜପୁରରୁ, ୬ଜଣ  କେନ୍ଦ୍ରାପଡ଼ାରୁ, ୫ଜଣ  କେନ୍ଦୁଝରରୁ, କଟକ  ଓ  ସୁନ୍ଦରଗଡରୁ ୪ଜଣ ଲେଖାଏ, ଭଦ୍ରକ ଓ  ନୟାଗଡରୁ ୩ଜଣ ଲେଖାଏ ଓ  ବରଗଡରୁ ଜଣେ ଅନ୍ତର୍ଭୁକ୍ତ |

0
0
0
s2sdefault