ଭୁବନେଶ୍ୱର : ଖୁସି ଖବର | ପୁଣି ସୁସ୍ଥ ହେଲେ ୩୧ ଜଣ କରୋନା ପଜିଟିଭ | ସେମାନଙ୍କୁ ହସ୍ପିଟାଲରୁ ବି ଡିସ୍ଚାର୍ଜ କରିଦିଆଯାଇଛି | ସମସ୍ତେ ଯାଜପୁର ଜିଲ୍ଲାର | ଏହା ସହ ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ପଜିଟିଭ ସଂଖ୍ୟା ୧୧୫ରେ ପହଂଚିଛି |
ରାଜ୍ୟ
ଖୁସି ଖବର " ପୁଣି ସୁସ୍ଥ ହେଲେ ୩୧ କରୋନା ପଜିଟିଭ
- Hits: 588