ହେଡଲାଇନସ୍:

ରାହୁଲ ପି ଆର ଝାରସୁଗୁଡା ନୂଆ ଏସପି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର( ଶାସକ ପ୍ରଶାସକ) :୨୦୧୩ ବ୍ୟଚ ଆଇପିଏସ ଅଫିସର ରାହୁଲ ପି ଆର ଝାରସୁଗୁଡା ଏସପି ଭାବେ ନିଯୁକ୍ତ ହୋଇଛନ୍ତି । ସେ ଏହି ନୂତନ ନିଯୁକ୍ତି ପୂର୍ବରୁ ସମ୍ପ୍ରତି ଏସପି ସିଆଇଡି-ସିବି (ସ୍ପେସିଆଲ ଟାସ୍କ ଫୋର୍ସ) ରହିଥିଲେ । ଝାରସୁଗୁଡା ଏସପି ପଦବୀ ଅବସର କାରଣରୁ ଶୂନ୍ୟ ଥିଲା ।

0
0
0
s2sdefault