ଜୟ ଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ରେସନ ସାମଗୀ ବଣ୍ଟନ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହାଟଡିହି/ମକରଧ୍ବଜ ଜେନା :  କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୁଲଣ ପଂଚାୟତ ଆବୁଲପୁରା ଗ୍ରାମରେ ଗରିବ ପରିବାରଙ୍କୁ ଭୁବନେଶ୍ୱର ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଶୁଖିଲା ଖାଦ୍ୟ ଓ ରେସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଟ୍ରଷ୍ଟର ଅଧ୍ୟକ୍ଷା ତଥା ବିଶିଷ୍ଟ ସମାଜ ସେବିକା ସୁରେଶ୍ୱରୀ ସାଗରିକା ଜେନା ଉପସ୍ଥିତ ରହି ବଣ୍ଟନ କରିବା ସହିତ ଲୋକମାନେ ସାମାଜିକ ଦୁରତା ରକ୍ଷାକରି ଘରେ ରହିବାକୁ ପରାମର୍ଶ ଦେଇଥିଲେ । ସମସ୍ତଙ୍କୁ ମାକ୍ସ ପ୍ରଦାନ କରାଯାଥିଲା । ଉକ୍ତ କାର୍ଯ୍ୟରେ  ସମାଜସେବୀ ବିଶ୍ୱରଂଜନ ପାଣିଗ୍ରାହୀ,ଉମାକାନ୍ତ ରାଉତ ସହଯୋଗ କରିଥିଲେ ।

0
0
0
s2sdefault