ହେଡଲାଇନସ୍:

ବୁର୍ଲାରେ ବି ହେବ କରୋନା ପରୀକ୍ଷା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ) ବୁର୍ଲାରେ ଖୁବ ଶୀଘ୍ର ଆରମ୍ଭ ହେବ କରୋନା ପରୀକ୍ଷା | ଆସନ୍ତା ୧୫ ତାରିଖ ସୁଦ୍ଧା ଭିମସାର ବୁର୍ଲାରେ ଏହି ପରୀକ୍ଷାର ଆରମ୍ଭ ହେବ ବୋଲି ସରକାରଙ୍କ ସୂତ୍ରରୁ ଜଣାପଡିଛି | ସେଠାରେ ପ୍ରାଥମିକ ପର୍ଯ୍ୟାୟରେ ଦୈନିକ ୨୫ ଟି ନମୁନା ପରୀକ୍ଷା ହେବାର ସମ୍ଭାବନା ରହିଛି | ସୂଚନାଯୋଗ୍ୟ ଯେ ଆଜି  ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ କରୋନା ପରୀକ୍ଷା ପାଇଁ ଆଇସିଏମଆର ଅନୁମତି ପ୍ରଦାନ କରିଛି | ସେଠାରେ ଆସନ୍ତା ୧୪ ତାରିଖରୁ କରୋନା ପରୀକ୍ଷା ଆରମ୍ଭ ହେବ ଓ ସେଠାରେ ଦୈନିକ ୨୫ଟି ନମୁନା ପରୀକ୍ଷା ହେବ ବୋଲି ଜଣ ପଡିଛି |  

0
0
0
s2sdefault