ହେଡଲାଇନସ୍:

ମିଳିଲା ଅନୁମତି , ବ୍ରହ୍ମପୁରରେ ହେବ କୋବିଦ ୧୯ ଟେଷ୍ଟିଙ୍ଗ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ)  ଆଇସିଏମଆର ପକ୍ଷରୁ ରାଜ୍ୟ ସରକାରଙ୍କୁ ମିଳିଲା ଅନୁମତି  ମିଳିଲା ଅନୁମତି |ଏଣିକି  ଏମକେସିଜି ମେଡିକାଲ କଲେଜ ବ୍ରହ୍ମପୁରରେ ହେବ କୋବିଦ ୧୯ ଟେଷ୍ଟିଙ୍ଗ | ଏସସିବି ମେଡିକାଲ କଲେଜ ପରେ ଏମକେସିଜି ମେଡିକାଲ କଲେଜ ହେବ ଦ୍ଵିତୀୟ ସରକାରୀ ମେଡିକାଲ କଲେଜ ଯେଉଁଠିକି ହେବ କୋବିଦ ଟେଷ୍ଟିଙ୍ଗ | ଆଇସିଏମଆରର ଏହି ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିବା ସହ କରୋନା ବରୋଧୀ ଲଢେଇରେ ଏହା ବେଶ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଛନ୍ତି | 

MKCG MCH, Berhampur has been permitted by @ICMRDELHI

 to conduct #COVID19 testing. The second MCH in the state after SCBMCH will help in carrying out tests in southern part of the state, further strengthening #Odisha’s fight against the pandemic. 

0
0
0
s2sdefault