ହେଡଲାଇନସ୍:

ରାଜ୍ୟ ସରକାର ୧୬ କ୍ଲିନିକକୁ ଫିଭର କ୍ଲିନିକ ଭାବେ ଘୋଷଣା କଲେ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ)  ରାଜ୍ୟ  ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଭବନେଶ୍ୱରର କେତେକ  କ୍ଲିନିକକୁ ଫିଭର କ୍ଲିନିକ ଭାବେ ଘୋଷଣା କରିଛନ୍ତି | ଯେଉଁ ଲୋକଙ୍କ ଦେହରେ ଫ୍ଲୁ ଭଳି ଲକ୍ଷଣ ଦେଖାଦେବ ସେମାନେ  ନିମ୍ନରେ ପ୍ରଦତ୍ତ ସାରଣୀରେ ଚିହ୍ନଟ ହୋଇଥିବା କ୍ଲିନିକ ବା ହସପିଟାଲକୁ ଯାଇ ଚିକିତ୍ସା ପାଇଁ ଯାଇପାରିବେ | 

The following hospitals have been notified as Fever Clinics in Bhubaneswar and general public are advised to visit only these hospitals for treatment of flu like symptoms. #COVID19 #OdishaFightsCorona

0
0
0
s2sdefault