ହେଡଲାଇନସ୍:

ପ୍ରବେଶ ପଥ ଜଗିଛନ୍ତି ଗ୍ରାମର ଯୁବକ ମାନେ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ )- କରୋନା ସଂକ୍ରମଣରୁ ଗାଁକୁ ସୁରକ୍ଷା ଦେବାକୁ ରେଢାଖୋଲ ବ୍ଲକ ମଧୁପୁର ଗ୍ରାମର ଯୁବକ ମାନେ ପ୍ରବେଶ ପଥରେ ଜଗିବସିବା ସହ ସ୍ବଚ୍ଛତା ଓ ସାମାଜିକ ଦୂରତା ରକ୍ଷା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି। ଏପରି କି ଅତି ଜରୁରୀ କାମରେ ବାହାରକୁ ଯାଉଥିବା ଲୋକଙ୍କ ନାଁ ଖାତାରେ ଲେଖି ରଖୁଛନ୍ତି। ସେହିପରି ବାହାରୁ ଆସୁଥିବା ଲୋକଙ୍କ ନାମ ଓ ଗାଡି ନମ୍ବର ରେଜିଷ୍ଟେସନ କରିବା ପରେ ଭିତରକୁ ଛାଡ଼ୁଛନ୍ତି। କିନ୍ତୁ ସେମାନେ ସାବୁନ ପାଣିରେ ହାତ ଧୋଇବାକୁ ବାଧ୍ୟତାମୂଳକ କରାଯାଇଛି।

0
0
0
s2sdefault