ହେଡଲାଇନସ୍:

ଭୁବନେଶ୍ୱରର କରୋନା ବଢ଼ାଇଲେ ସୂର୍ଯ୍ୟନଗର ଓ ବମିଖାଲର ପ୍ରଥମ ରୋଗୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର(ଶାସକ ପ୍ରଶାସକ): ଭୁବନେଶ୍ୱରରେ ଏ ଯାବତ ୩୦ ଜଣ କରୋନା ରୋଗୀ ରହିଥିବା ବେଳେ ଏମାନେ ପ୍ରାୟତ ସମସ୍ତେ ସୂର୍ଯ୍ୟନଗର ଓ ବମିଖାଲର ପ୍ରଥମ ରୋଗୀଙ୍କ ସହ ସମ୍ପର୍କିତ | ସବୁଠାରୁ ବଡ଼କଥା ହେଲେ ବମିଖାଲରେ ବାହାରିଥିବା ସବୁ କରୋନା ପଜିଟିଭ ଗୋଟିଏ ପରିବାରର | ଏହି ଦୁଇଟି ଅଂଚଳକୁ ସିଲ କରାଯାଇଥିବା ବେଳେ ଆକ୍ଟିଭ ସର୍ଭିଲାନ୍ସରେ ରଖାଯାଉଛି | ତେଣୁ କେହି ଭୟଭୀତ ହେବାର କିଛି ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି |  

ଏହା ସହିତ ମୁଖ୍ୟମନ୍ତ୍ରୀ କରୋନା ପରିସ୍ଥିତିର ମନିଟରିଂ କରୁଛନ୍ତି | କଣ୍ଟନମେଣ୍ଟ ଚାଲିଥିବା ଅଂଚଳରେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀପାଇବାରେ ଅସୁବଧା ନହୁଏ ସେଥିପ୍ରତି ଜିଲ୍ଲା ପ୍ରଶାସନ ଯତ୍ନବାନ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ | ସେହିପରି କଣ୍ଟନମେଣ୍ଟରେ ଥିବା ଅଂଚଳରେ ଚାଲିଥିବା ଘରକୁ ଘର ସର୍ଭେ ବେଳେ ସେ କାର୍ଯ୍ୟରେ ନିୟୋଜିତ ଥିବା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟ କର୍ମଚାରୀଙ୍କ ନିରାପତ୍ତା ନିଶ୍ଚିତ କରିବା ପାଇଁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି | 

Bhubaneshwar has about 30 active COVID positive cases. Most of them are linked to the first cases confirmed in Surya Nagar and Bomikhal. Almost all cases of Bomikhal are from one family. Both the clusters sealed and put under active surveillance. No need to panic 

Hon’ble Chief Minister Sri @Naveen_ଓଡିଶା  is closely monitoring the COVID situation in the State. He has directed local administration to arrange basic supplies for people in the containment areas and ensure safety of doctors and front line workers doing house to house surveys.

 

0
0
0
s2sdefault