ଦେଶର ଶ୍ରେଷ୍ଠ ଘରୋଇ  ବିଶ୍ୱବିଦ୍ୟାଳୟ ତାଲିକାରେ ଦଶମ ସ୍ଥାନରେ ସୋଆ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ମାର୍ଚ୍ଚ 26:ଦେଶର ଶ୍ରେଷ୍ଠ ଦଶଟି ଘରୋଇ ବିଶ୍ୱବିଦ୍ୟାଳୟ ତାଲିକାରେ  ସ୍ଥାନ ପାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ନିକଟରେ ପ୍ରକାଶିତ କ୍ୟାରିଅର 360 ବିଶ୍ୱବିଦ୍ୟାଳୟ  ରାଙ୍କିଙ୍ଗ 2020 ରେ ଘରୋଇ ବିଶ୍ୱବିଦ୍ୟାଳୟ ତାଲିକାରେ ଦଶମ ସ୍ଥାନରେ ରହିଛି ସୋଆ | ଓଡିଶାରୁ ସୋଆ ହେଉଛି ଏକମାତ୍ର ଘରୋଇ ବିଶ୍ୱବିଦ୍ୟାଳୟ ଯିଏକି ଏହି ରାଙ୍କିଙ୍ଗ ରେ ଶ୍ରେଷ୍ଠ ଦଶଟି ବିଶ୍ୱବିଦ୍ୟାଳୟ  ମଧ୍ୟରେ ସ୍ଥାନିତ ହୋଇଛି | ନାକ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସୋଆ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନାସନାଲ ଇନଷ୍ଟିଚୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଅରଏଫ )ରାଙ୍କିଙ୍ଗ 2019 ରେ  ବିଶ୍ୱବିଦ୍ୟାଳୟ ତାଲିକାରେ 24ତମ ସ୍ଥାନ ହାସଲ କରିଛି |

0
0
0
s2sdefault