ହେଡଲାଇନସ୍:

ପୋଲସରା ଅଗ୍ନି ଦୁର୍ଘଟଣା : ଶୋକଵ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଘୋଷଣା କଲେ ୪ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି 

ଭୁବନେଶ୍ୱର : ଗଂଜାମ ଜିଲ୍ଲାର ପୋଲସରା ନିକଟରେ ଘଟିଥିବା ମର୍ମନ୍ତୁଦ ଅଗ୍ନି ଦୁର୍ଘଟଣାରେ ୩ଜଣ ଶିଶୁଙ୍କ ମୃତ୍ୟୁବରଣ ଘଟଣାରେ ଗଭୀର ଶୋକଵ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଶୋକ ସନ୍ତପ୍ତ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ନିଜ ସମବେଦନା ଜ୍ଞାପନ କରିବା ସହ ମୃତ ଶିଶୁଙ୍କ ପରିବାରର ନିକଟତମ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି | ଏହା ସହିତ ଆହତମାନଙ୍କ ସମସ୍ତ ଚିକିତ୍ସା ଖର୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି |

0
0
0
s2sdefault