ହେଡଲାଇନସ୍:

ହିଣ୍ଡାଲକୋ ପାୱାର ଶ୍ରମିକ ସଂଘର କାର୍ଯ୍ୟାଳୟ ଉଦଘାଟିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ ହୀରାକୁଦ  ସହରରେ ହିଣ୍ଡାଲକୋ ପାୱାର ଶ୍ରମିକ ସଂଘର କାର୍ଯ୍ୟାଳୟ ମଙ୍ଗଳବାର  ଉଦଘାଟିତ ହୋଇଛି । ଏଚଏମଏସ ପଶ୍ଚିମ ଓଡିଶା ଆବାହକ ସଂଜିତ ମହାନ୍ତି ଏହାର ଉଦଘାଟନ କରିଥିଲେ l ଏଥିରେ ସଂଘ ର ସଭାପତି ମହମ୍ମଦ ମୃତୁଜl, ଶିଳ୍ପ ସଂସ୍ଥା ପରିଚାଳନା କମିଟି ର କ୍ରିଷ୍ଣା ପାଢ଼ୀ, ରାକେଶ ସିଂ, ଦୀପକ ମହାନ୍ତି, ସଂଘ କାର୍ଯ୍ୟକlରି ସଭାପତି ଦୁର୍ଯ୍ୟୋଧନ ମହାନ୍ତି, ଗଜେନ୍ଦ୍ର ଦାଶ, ରୋଶନ ସିଂ, ଶୁଭେନ୍ଦୁ ପଣ୍ଡା, ମିଳନ ହୋତା, ଲଷ୍ମୀ ମହାପାତ୍ର, ସନ୍ତୋଷ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ l

 

0
0
0
s2sdefault