ହେଡଲାଇନସ୍:

ଜେଇଇ ମେନ ପରୀକ୍ଷା ଫଳ : ସୌରଭ ସୌମ୍ୟକାନ୍ତ ଓଡିଶାରୁ  ଟପ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ମାନବ ସମ୍ବଳ ମନ୍ତ୍ରଣାଳୟର ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି  ଦ୍ୱାରା ପ୍ରକାଶିତ ହୋଇଛି ଜେଇଇ ମେନ  ପରୀକ୍ଷା ଫଳ | ଓଡିଶାରୁ ସୌରଭ ସୌମ୍ୟକାନ୍ତ ଦାସ  ୯୯.୯୯% ମାର୍କ ରଖି ଓଡିଶାରୁ ଟପର ହୋଇଛନ୍ତି | ଫଳାଫଳ ଅନୁଯାୟୀ ଶ୍ରୀ ଦାସ ୯୯.୯୯% ରଖିଥିବା ବେଳେ ମାତ୍ର ୯ ଜଣ ୧୦୦% ମାର୍କ ରଖିଛନ୍ତି | ଚଳିତ ଥର ରେକର୍ଡ ଟାଇମ ମଧ୍ୟରେ ମାନେ ପରୀକ୍ଷା ସାରିବାର   ମାତ୍ର ୮ ଦିନ ମଧ୍ୟରେ ଜେଇଇ ମେନ ପରୀକ୍ଷା ଫଳ ପରୀକ୍ଷା ଫଳ ପ୍ରକାଶ ପାଇଛି | ସୂଚନାଯୋଗ୍ୟ ଜେ ବିଇ ଆଇ ବିଟେକ ପାଇଁ ଜେଇଇ ମେନ ପରୀକ୍ଷା ମାନବ ସମ୍ବଳ ମନ୍ତ୍ରଣାଳୟର ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି  ଦ୍ୱାରା ସାରା ଦେଶରେ ତଥା ଦେଶ ବାହାରେ ୨୩୩ଟି ସହରରେ ଜାନୁୟାରୀ ଓ ଜାନୁୟାରୀ ୯ ତାରିଖରେ ଅନୁଷ୍ଠିତ ହୋଇଥିଲା | ମୋଟ ୯, ୨୧, ୨୬୧ଜଣ ଛାତ୍ର ଛାତ୍ରୀ ଏହି ପରୀକ୍ଷା ପାଇଁ ପଞ୍ଜିକରଣ କରିଥିବା ବେଳେ ୮,୬୯,୨୬୧ ଜଣ  ଅଂଶଗ୍ରହଣ କରିଥିଲେ | 

0
0
0
s2sdefault