ହେଡଲାଇନସ୍:

ଲୋକମାନ୍ୟ ତିଳକ ଟ୍ରେନ ଦୁର୍ଘଟଣା ଆହତଙ୍କୁ ଭେଟିଲେ ମନ୍ତ୍ରୀ ପ୍ରତାପ ଜେନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଟକ : କଟକ ଏସ୍ ସି ବି ମେଡିକାଲ କଲେଜ ଓ ହସପିଟାଲରେ ଭର୍ତିହୋଇଥିବା ଲୋକମାନ୍ୟ ତିଳକ ଏକ୍ସପ୍ରେସ ଦୁର୍ଗଟଣାରେ ଆହତମାନଙ୍କୁ ପଞ୍ଚାୟତିରାଜ , ପାନୀୟଜଳ , ଆଇନ , ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଭେଟି ସେମାନଙ୍କ ଚିକିତ୍ସା ଓ ଅବସ୍ଥା ସଂପର୍କରେ ଅନୁଧ୍ୟାନ କରି ଆଶୁ ଆରୋଗ୍ୟ କାମନା କରିଛନ୍ତି |

0
0
0
s2sdefault