ହେଡଲାଇନସ୍:

କଦଳୀଗଡ ହାଇସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଜାନୁଆରୀ ୬ ଏବଂ ୭ରେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳୀଗଡ ହାଇସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଚଳିତ ଜାନୁଆରି ୬ ଏବଂ ୭ ତାରିଖ ୨ ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହେବ I ଏଥି ପାଇଁ କଦଳୀଗଡ ପଞ୍ଚାୟତ ଅଞ୍ଚଳ ଚଳ ଚଞ୍ଚଳ ହୋଇ ଉଠିଲାଣି I ଏପରିକି ହାଇସ୍କୁଲ ର ପରିସରରେ ସାଜ ସଜ୍ଜା ମଧ୍ୟ ଆରମ୍ଭ ହେଇଗଲାଣି I ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହ ଦିବସରେ ରେଢାଖୋଲ ବିଧାୟକ ରୋହିତ ପୂଜାରୀ ମୁଖ୍ୟ ଅତିଥି ,ବୌଦ୍ଧ ବିଧାୟକ ପ୍ରଦିପ ଅମାତ୍ , ଆଠମଲ୍ଲିକ ବିଧାୟକ ରମେଶ ସାଏ, ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ , ସମ୍ବଲପୁର ଜିଲ୍ଲାପାଳ ସୁଭମ୍ ସକସେନା ,ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ପଣ୍ଡା , ପ୍ରଧ୍ୟାପକ ଶ୍ୟାମସୁନ୍ଦର ଧର ପ୍ରମୁଖ ଯୋଗ ଦେବାର ସ୍ଥିରି କ୍ରୁତ ହୋଇଥିବା କମିଟୀ ର ସଭାପତି ଭାଗିରଥୀ ବାରିକ ସୂଚନା ଦେଇଛନ୍ତି I

0
0
0
s2sdefault