ହେଡଲାଇନସ୍:

ମା ଝିଅ ଗାଧୋଉଥିଲେ, ଘଟିଲା ମର୍ମନ୍ତୁଦ ଅଘଟଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସିନାପାଲି ରୁ ନିରାକାର ମେହେର ଙ୍କ ରିପୋର୍ଟ: ଆଜି ବର୍ଷ ର ପହିଲା ଦିନ ରେ ଏକ ଦୁଖଦ ଘଟଣା ଦେଖିବାକୁ ମିଳିଛି !ଆଜି ର ଦିନ ରେ ଲୋକେ କେତେ ହସଖୁସି ରେ ଦିନ କାଟୁଥିବା ବେଳେ ଆଜି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ମଖପଦର ଗାଁ ରେ ଏକ ଅଘଟଣ ଘଟିଯାଇଛି  ! ଆଜି ମଧ୍ୟାହ୍ନ  ସମୟରେ ଏକ ଟାଙ୍କି ରେ ମା ଓ ଝିଅ ଗାଧୋଉଥିବା ବେଳେ 11କେବି ତାର ଛିଣ୍ଡି ଦୁହି ଙ୍କ ଉପର ପଡିଥିଲା ଫଳରେ ଘଟଣା ସ୍ଥଳରେ ହି ମା ତରୁଲତା ଚଣ୍ଡୀ  ଓ ଝିଅ ଦୁଃଶୀଲ ଚଣ୍ଡୀଙ୍କ  ମୃତ୍ୟୁ ବରଣ ହେଇଥିଲା !ଏହି ଘଟଣା ରେ ସ୍ଥାନୀୟ ଅଂଚଳ ଶୋକ ର ଛାୟା ଖେଳି ଯାଇଛି !ଖବର ପାଇଁ ବିଜେପି ସଭାପତି ସୁବ୍ରତ ଠାକୁର ଓ ସ୍ଥାନୀୟ ଲୋକେ ବିଦ୍ୟୁତ ବିଭାଗ କୁ ଦେଇ କରିଛନ୍ତି !ମୃତ୍ୟୁ ବରଣ କରିଥିବା ପରିବାର ଙ୍କୁ 10ଲକ୍ଷ ଟଙ୍କା ର ସହାୟତା ରାଶି କ୍ଷତି ପୂରଣ କରିବା ପାଇଁ ଦାବି କରିଛନ୍ତି !ଏହି ଘଟଣା ସ୍ଥଳ କୁ ସିନାପାଲି ଏଡିସନାଲ ତହସିଲଦାର ଓ ପୋଲିସ ପହଂଚିଥିଲେ ଓ ଘଟଣା ସମ୍ପର୍କ ରେ ବୁଝିଥିଲେ !

0
0
0
s2sdefault