ହେଡଲାଇନସ୍:

ଉଦୟନାଥ ଫର୍ଣିଚର୍ସର ମାସିକ ଯୋଜନାର ଦ୍ବିତୀୟ ଉପହାର ବିଜେତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ)ପଦ୍ମପୁର ସହରର ଭରସାଯୋଗ୍ୟ ଆସବାବପତ୍ର ବିକ୍ରୟ ପ୍ରତିଷ୍ଠାନ କପସିଲ ରୋଡସ୍ଥିତ ଉଦୟନାଥ ଫର୍ଣିଚର୍ସ ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ଦ୍ଵିତୀୟ ଲକି ଡ୍ର ଉଠାଣ ହୋଇଯାଇଛି । ଦ୍ବିତୀୟ ଉପହାର ବିଜେତା ହୋଇଛନ୍ତି ପଦ୍ମପୁର ଶାନ୍ତି ନଗର ର ଲିପ୍ସା ମିଶ୍ର । ବିଜେତାଙ୍କୁ ରୋହିତ ପଟ୍ଟନାୟକ ଉପହାର କୁପନ ପ୍ରଦାନ କରିଥିଲେ । ଏହି ଉଠାଣ କାର୍ଯ୍ୟ କ୍ରମ ରେ ଶିବାଶିଷ ପଟ୍ଟନାୟକ , ତାପସ କୁମାର ମହାନ୍ତି , ଏମ .ଡି. ଇକ୍ ବାଲ , ସାୱନ ପ୍ରସାଦ ସାହୁ ,  ହରିହର ନିଆଲ , ସନ୍ଦିପ ବାରିକ , ପ୍ରବିର ମଲ୍ଲିକ ଓ ଯୋଜନାର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ନିଜର ଗୁଣାତ୍ମକ ଫର୍ଣିଚର୍ସ ସୁଲଭ ମୂଲ୍ୟରେ ଉପଲବ୍ଧ କରାଇ ଉଦୟନାଥ ଫର୍ଣିଚର୍ସ ଗ୍ରାହକମାନଙ୍କ ମାନଙ୍କ ପ୍ରିୟପାତ୍ର ହୋଇପାରିଛି |

0
0
0
s2sdefault