ହେଡଲାଇନସ୍:

ବ୍ୟର୍ଥ ଯିବନି ଜମା ଏଇ ସେଲିବରେସନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବ୍ୟର୍ଥ ଯିବନି ଜମା ଏଇ ସେଲିବରେସନ  

ସଂଖ୍ୟା ନଥିଲେ ବି ସଂଖ୍ୟାଲଘୁ ସରକାର ଗଠନ କରିବା ପାଇଁ ରାଜ୍ୟପାଳ ମହୋଦୟ ବିଜେପିକୁ ଡାକିବା ହିଁ ଥୟ | ଯେତେବେଳେ ସଂଖ୍ୟା ନଥାଇ ଅନ୍ୟ ରାଜ୍ୟରେ ଡାକିଥିଲେ ବା ଏକକ ସଂଖ୍ୟା ଗରିଷ୍ଠ ନହୋଇ ଅନ୍ୟ ରାଜ୍ୟରେ ରାଜ୍ୟପାଳ ସରକାର କରିବାକୁ ଡାକିଛନ୍ତି | କର୍ଣ୍ଣାଟକରେ ଆବଶ୍ୟକ ସଂଖ୍ୟା ନଥିଲେ ବି ଏକକ ସଂଖ୍ୟା ଗରିଷ୍ଠ ଯେତେବେଳେ ବିଜେପି, ତେବେ ରାଜ୍ୟପାଳ ଭାବୁଛନ୍ତି କଣ ? କାହା ସହିତ କରିବେ ପରାମର୍ଶ ? କେଇଘଣ୍ଟା ଭିତରେ ହିଁ ଆସିଯିବ ସନ୍ଦେଶ ବିଜେପିକୁ, ତମେ ସରକାର ଗଢ଼ିବ  ଆସ !

0
0
0
s2sdefault