- Hits: 1160
ସାମ୍ବାଦିକଙ୍କ ମାତୃ ବିୟୋଗରେ ବିଭିନ୍ନ ମହଲରେ ଶୋକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର କାର୍ଯ୍ୟରତ ନବୀନ ଖବରକାଗଜର ଜିଲ୍ଲା ସାମ୍ବାଦିକ ବୀରକିଶୋର ପଟ୍ଟନାୟକଙ୍କ ମାଆ ସୀତାଲକ୍ଷ୍ମୀ ପଟ୍ଟନାୟକଙ୍କ ୯୩ ବର୍ଷ ବୟସରେ ପରୋଲକ ହୋଇଯାଇଛି ।...