- Hits: 555
ଅଟୋ ସହ ଟ୍ରକ ମୁହାଁମୁହିଁ ଧକ୍କା : ୮ ଗୁରୁତର।
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ:ଆଜି ସକାଳେ କୁଜେନ୍ଦ୍ରୀ ବାଟଗଛ ନିକଟସ୍ଥ ଜାତୀୟ ରାଜପଥରେ ଟ୍ରକ ଏବଂ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୮ଜଣ ଅଟୋ ଆରୋହି ଆହାତ ହୋଇଛନ୍ତି Iତେବେ ଦୁଇ ଜଣ ଗୁରୁତର ଥିବା ବେଳେ ୬ଜଣ ସାମାନ୍ୟ...