- Hits: 538
ଚୋରି ସାମଗ୍ରୀ ସମେତ ୨ ଗିରଫ, ଗାଡ଼ି ଜବତ
ରାଉରକେଲା, (ବସନ୍ତ କୁମାର ଜେନା): ଲହୁଣୀପଡ଼ା ପୋଲିସ ଗତ ୨୧ ତାରିଖରେ ଚୋରି ହୋଇଥିବା ୪ ଲକ୍ଷ ଟଙ୍କାର ଗରମ କପଡ଼ା ସହିତ ୨ ଅଭିଯୁକ୍ତ ଓ ପିକ୍ଅପ୍ ଭ୍ୟାନକୁ ଜବତ କରିଛି । ଚୋରି ଅଭିଯୋଗରେ ପୋଲିସ ଅନ୍ୟଜଣେ ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି ।...

ବାଣପୁର ( ସେକ୍ କୌଶର ) ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ପ୍ରାଣୀ ଚିକିତ୍ସାଳୟରେ ଆଜି ଅପରାହ୍ନରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ବର୍ତ୍ତମାନ କାର୍ଯ୍ୟାଳୟ ପରିସରରେ ନିଆଁ ଲାଗିଯାଇଥିବା ବେଳେ ଏହା ହୁତୁ ହୁତୁ ହୋଇ ଜାଳିବାରେ ଲାଗିଛି।...
ପଦ୍ମପୁର-ଶାସକ ପ୍ରଶାସକ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଏସ.ଡି.ପି.ଓ ବିଭୁତି ଭୂଷଣ ଭୋଇ ଙ୍କ ନିର୍ଦେଶ କ୍ରମେ ଗାଇସିଲେଟ ଥାନା ପୋଲିସ ଲୋଇସିଂହା ଥାନା ଗୁଣ୍ଡୁରୁମୁଣ୍ଡା ଗ୍ରାମ ର ରାଜକିଶୋର ସାହୁ ପିତା ଠାକୁର ସାହୁ କୁ ଗିରଫ...
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ)-ଗତକାଲି ରାତ୍ରର ବିଳମ୍ବିତ ପ୍ରହରରେ ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା ଗ୍ରାମପଂଚାୟତ ମୁରଦାବାଦ ଗ୍ରାମର ଜଣକ ଗୁହାଳ ଘରୁ କେହି ଦୁର୍ବୃତ୍ତ ୨୨ଟି ଛେଳି ଚୋରି କରି ନେଇଥିବାର ଅଭିଯୋଗ ହୋଇଛି ।...
ବାରିପଦା(ଦିଲ୍ଲୀପ ମହାନ୍ତି )- ଲାଞ୍ଚ ନେବାବେଳେ ବାରିପଦା ଭିଜିଲାନ୍ସ ହାତରେ ଧରାପଡିଗଲେ ବାଙ୍ଗିରିପୋଷୀ ଇଲେକ୍ଟ୍ରିକ ବିଭାଗର କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ବେହେରା। ସୁଚନା ମୁତାବକ ବାଙ୍ଗିରିପୋଷୀ ବ୍ଲକର ନୁଆବସାଣ ଅଞ୍ଚଳର ଅସିତ ସାହୁ...