- Hits: 598
ମାଙ୍ଗାନିଜ ଚୋରା ଚାଲାଣ ବେଳେ ୫ ଗିରଫ ୩ ଫେରାର
ରାୟଗଡ଼ା (ସରୋଜ ସାହୁ ) - ପଡେ଼ାଶି ଆନ୍ଧ୍ରକୁ ଚୋରାରେ ମାଙ୍ଗାନିଜ ଚାଲାଣ ବେଳେ ପୋଲିସ ହାବୁଡ଼ରେ ଧରା ପଡ଼ିଛି ଆନ୍ତ ରାଜ୍ୟ ମାଇନସ ଚୋରା ରାକେଟ । ଗତ ରାତି ରାୟଗଡ଼ା ଥାନା କୁମ୍ଭିକୋଟା ଆଉଟପୋଷ୍ଟ ଅନ୍ତର୍ଗତ କୁଟୁଲି ସଂରକ୍ଷିତ ଜଙ୍ଗଲରୁ...