- Hits: 573
ସଂଗରୋଧ ଗୃହରେ ପ୍ରବାସୀଙ୍କ ମୃତ୍ୟୁ :ପରିବାର ଗ୍ରାମବାସୀଙ୍କ ଚାପରେ ବ୍ୟବଛେଦ ପାଇଁ ଶବ ଫେରାଇନେଲା ପ୍ରଶାସନ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର ) : ଓଡ଼ଗାଁ ଥାନା ନୂଆଗାଁ ବ୍ଲକ ବାହାଡାଝୋଲା ବାଳିକା ଉଚ୍ଚବିଦ୍ୟାଳୟ ସଂଗରୋଧ ଗୃହରେ ଆଜି ସକାଳେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ପ୍ରଶାସନକୁ ବହୁ ହଟହଟା ହେବାକୁ ପଡିଛି । ସ୍ଥାନୀୟ ହରିପୁର ପଂଚାୟତ ଜୟପୁର...