ନୂଆପଡ଼ା /ପ୍ରିୟବ୍ରତ ପଣ୍ଡା : ନୂଆପଡ଼ା ଜିଲ୍ଲାର ଖରିଆରରୋଡ଼ ଜୋଙ୍କ ଥାନା ଅନ୍ତର୍ଗତ ସାଳିହା ପଂଚାୟତ ର ଚନାବେଡା ଗ୍ରାମ ରେ ଟ୍ରାକ୍ଟର ଓଳଟି ପଡିବାରୁ ଚାଳକ ସୁରେଶ ରାଉତ (୨୦) ଙ୍କ ମୃତ୍ୟୁ ହୋଇଥିଲା । ସୁରେଶ ଙ୍କ ଘର ପରକୋଡ଼ ଗ୍ରାମ ର ବୋଲି ଖବର ମିଳିଛି ।ଖବର ଅନୁଯାୟୀ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ଶବ ହସ୍ତାନ୍ତର କରାଯାଇଛି ।
ଅଘଟଣ
ଦୁର୍ଘଟଣା: ଟ୍ରାକ୍ଟର ଚାଳକଙ୍କ ମୃତ୍ୟୁ
- Hits: 604