- Hits: 1081
ଗୋଦରେଜ୍ ଆପ୍ଲାଏନ୍ସେସ୍ ପକ୍ଷରୁ ଡିସୱାସର ଉନ୍ମୋଚିତ
ଭୁବନେଶ୍ୱର: ଗୋଦରେଜ୍ ଗ୍ରୁପ୍ର ପ୍ରମୁଖ କଂପାନି ଗୋଦରେଜ୍ ଆଣ୍ଡ୍ ବଏସ୍ର ସଂସ୍ଥା ଗୋଦରେଜ୍ ଆପ୍ଲାଏନ୍ସେସ୍ ଭାରତୀୟ ଡିସୱାସର (ବାସନ ମାଜିବା ଯନ୍ତ୍ର) ବର୍ଗରେ ପ୍ରବେଶ କରି ନୂଆ ଗୋଦରେଜ୍ ଇଅନ୍ ଡିସୱାସର ବର୍ଗମାଳାକୁ ଉନ୍ମୋଚନ କରାଯାଇଛି...