- Hits: 672
ଟାଟା ଷ୍ଟିଲ ସହଯୋଗରେ ପୁନର୍ବାସ କଲୋନୀର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ‘ଗାଡ଼ିରେ ଖାଦ୍ୟ’ ବ୍ୟବସାୟ
କଳିଙ୍ଗନଗର,(ଜୟଶଙ୍କର ଦାଶ): ପ୍ରତିଦିନ ସକାଳ ୬.୩୦ ମିନିଟ୍ରେ ଗୋବରଘାଟି ପୁନର୍ବାସ କଲୋନୀର ରାଧାକୃଷ୍ଣ ସ୍ୱଂୟ ସହାୟକ ଗୋଷ୍ଠୀ (ଏସଏଚ ଜି )ର ମହିଳା ସଦସ୍ୟାଙ୍କ ଏକ ଟିମ୍ ଭ୍ରାମ୍ୟମାଣ ଖାଦ୍ୟ ଯାନରେ ଡୁବୁରୀ ଛକକୁ ଯାତ୍ରା ଆରମ୍ଭ...