ହେଡଲାଇନସ୍:

କଂଗ୍ରେସ ଘୋଷଣା କଲା ତାର ଆଉ ଏକ ୭୫ ଜଣିଆ ବିଧାୟକ ପ୍ରାର୍ଥୀ ତାଲିକା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଣ୍ଡାରୀପୋଖରୀରୁ ନିରଞ୍ଜନ ପଟ୍ଟନାୟକ, ଆନନ୍ଦପୁରରୁ ଜୟଦେବ ଜେନା, ଆଳିରୁ ଡ. ଦେବସ୍ମିତା ଶର୍ମାବେଗୁନିଆରୁ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ପ୍ରାର୍ଥୀ 

ଭୁବନେଶ୍ୱର: ଆଜି କଂଗ୍ରେସ ଘୋଷଣା କଲା ତାର ଆଉ ଏକ ୭୫ ଜଣିଆ ବିଧାୟକ ପ୍ରାର୍ଥୀ ତାଲିକା ।ପୂର୍ବ ଘୋଷିତ ତିନୋଟି ଆସନରେ ପ୍ରାର୍ଥୀଙ୍କୁ ବଦଳାଯାଇଛି । ତଳସରାରେ ପ୍ରବୋଧ ତିର୍କୀଙ୍କ ବଦଳରେ ଦେବେନ୍ଦ୍ର ଭିତରିଆ, ବାଲିଗୁଡ଼ାରେ ସୁରଦା ପ୍ରଧାନଙ୍କ ବଦଳରେ ଉପେନ୍ଦ୍ର ପ୍ରଧାନ ଏବଂ କବିସୂର୍ଯ୍ୟନଗରରେ ଚିରଞ୍ଜୀବ ବିଶୋୟୀଙ୍କ ବଦଳରେ ବିପିନ ବିହାରୀ ସ୍ୱାଇଁଙ୍କୁ ପ୍ରାର୍ଥୀ କରାଯାଇଛି । ଭଣ୍ଡାରୀପୋଖରୀରୁ ନିରଞ୍ଜନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ ଆନନ୍ଦପୁରରୁ ଜୟଦେବ ଜେନା, ଆଳିରୁ ଡ. ଦେବସ୍ମିତା ଶର୍ମାବେଗୁନିଆରୁ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ ବିବାଦୀୟ ଜଟଣୀ ଆସନରୁ ବିଜେଡି ଭୟ ବିଜେପି ହୋଇ କଂଗ୍ରେସ ରୁ ଟିକଟ ପାଇଛନ୍ତି ସନ୍ତୋଷ ଜେନା ପ୍ରାର୍ଥୀ ।

ଆଜି ଘୋଷିତ ପ୍ରାର୍ଥୀ ତାଲିକା

ଅତାବିରା- ଅଭିଷେକ ସେଠ୍
ତଳସରା- ଦେବେନ୍ଦ୍ର ଭିତରିଆ
କୁଚିଣ୍ଡା- କେଦାରନାଥ ବରିହା
ରେଙ୍ଗାଲି- ଦିଲ୍ଲୀପ କୁମାର ଦୁରିଆ
ସମ୍ବଲପୁର- ଦୁର୍ଗା ପ୍ରସାଦ ପାଢ଼ୀ
ରେଢ଼ାଖୋଲ- ଆସଫ ଅଲ୍ଲୀ ଖାନ୍
ଦେବଗଡ଼- ସେମ୍ ହେମ୍ବ୍ରମ୍
ତେଲକୋଇ- ନିର୍ମଳ ଚନ୍ଦ୍ର ନାୟକ
ଘଷିପୁରା- ସୁବ୍ରତ ଚକ୍ର
ଆନନ୍ଦପୁର- ଜୟଦେବ ଜେନା
ପାଟଣା- ହୃଷିକେଶ ନାଏକ
କେଉଁଝର- ଶ୍ରୀମତୀ ପ୍ରତିଭା ମଞ୍ଜରୀ ନାୟକ
ଚମ୍ପୁଆ- ଯଶବନ୍ତ ଲାଗୁରୀ
ଯଶୀପୁର- ଶ୍ରୀମତୀ ଶ୍ୱେତା ଛତର
ସାରସକଣା- ରାମ କୁମାର ସୋରେନ୍
ରାଇରଙ୍ଗପୁର-ଯୋଗେନ୍ଦ୍ର ବନରା
ବାଙ୍ଗିରିପୋଷି- ମୁରଲୀ ଧର ନାୟକ
କରଞ୍ଜିଆ- ଲକ୍ଷ୍ମୀଧର ସିଂହ
ଉଦଳା- ଦୁର୍ଗା ଚରଣ ଟୁଡୁ
ବାରିପଦା- ବାଦଲ ହେମ୍ବ୍ରମ୍
ମୋରଡ଼ା- ପ୍ରଭାସ କର ମହାପାତ୍ର
ଭୋଗରାଇ- ସତ୍ୟଶିବ ଦାସ
ବସ୍ତା- ବିଜନ ନାୟକ
ରେମୁଣା- ସୁଦର୍ଶନ ଜେନା
ସୋରୋ- ସୁବ୍ରତ ଧଡ଼ା
ସିମୁଳିଆ- ହିମାଂଶୁ ଶେଖର ବେହେରା
ଭଣ୍ଡାରିପୋଖରୀ- ନିରଞ୍ଜନ ପଟ୍ଟନାୟକ
ଭଦ୍ରକ- ଅସିତ୍ ପଟ୍ଟନାୟକ
ବାସୁଦେବପୁର- ଅଶୋକ କୁମାର ଦାସ
ଧାମନଗର- ରଞ୍ଜନ କୁମାର ବେହେରା
ଚାନ୍ଦବାଲି- ଅମୀୟ କୁମାର ମହାପାତ୍ର
ବିଂଝାରପୁର- ଶ୍ରୀମତୀ କନକଲତା ମଲ୍ଲିକ
ବରୀ- ଶ୍ରୀମତୀ ଆରତୀ ଦେଓ
ଧର୍ମଶାଳା- କିଷାନ ପଣ୍ଡା
ଯାଜପୁର- ସୁଦୀପ କୁମାର କର
କୋରେଇ- ଶ୍ରୀମତୀ ବନ୍ଦିତା ପରିଡ଼ା
ଢ଼େଙ୍କାନାଳ- ଶ୍ରୀମତୀ ସୁସ୍ମିତା ସିଂହଦେଓ
ହିନ୍ଦୋଳ- ଗୋବର୍ଦ୍ଧନ ଶେଖର ନାଏକ
କାମାକ୍ଷାନଗର- ବିପ୍ରବର ସାହୁ
ପରଜଙ୍ଗ- ରଞ୍ଜିତ୍ କୁମାର ସାହୁ
ତାଳଚେର- ପ୍ରଫୁଲ୍ଲ ଚନ୍ଦ୍ର ଦାସ
ଅନୁଗୁଳ- ଅମ୍ବିକା ପ୍ରସାଦ ଭଟ୍ଟ
ଛେଣ୍ଡିପଦା- ନରୋତ୍ତମ ନାୟକ
ଆଠମଲ୍ଲିକ- ବିଜୟାନନ୍ଦ ଚାଉଳିଆ
ବିରମହାରାଜପୁର- ପ୍ରଦୀପ ସେଠୀ
ସୋନପୁର- ପ୍ରିୟବ୍ରତ ସାହୁ
ଟିଟିଲାଗଡ଼- ବୀରେନ୍ଦ୍ର ବାଗ୍
ଖରିଆର- କମଳ ଚରଣ ତାଣ୍ଡି
ବାଲିଗୁଡ଼ା- ଉପେନ୍ଦ୍ର ପ୍ରଧାନ
ବଡ଼ମ୍ବା- ସଞ୍ଜୟ କୁମାର ସାହୁ
ବାଙ୍କୀ- ଦେବାଶିଷ ପଟ୍ଟନାୟକ
ଆଠଗଡ଼- ମେହବୁବ୍ ଅହମ୍ମଦ ଖାନ୍
ଚୌଦ୍ୱାର-କଟକ- ଶ୍ରୀମତୀ ମୀରା ମଲ୍ଲିକ
ନିଆଳି- ଜ୍ୟୋରିରଞ୍ଜନ ମଲ୍ଲିକ
କଟକ ସଦର- ରାମଚନ୍ଦ୍ର ଗୋଚ୍ଛାୟତ
ସାଲେପୁର- ଆକିବ୍ ଉଜମାନ୍ ଖାନ୍
ପାଟକୁରା- ରତିକାନ୍ତ କାନୁନଗୋ
ଆଳି- ଡ. ଦେବସ୍ମିତା ଶର୍ମା
ପାରାଦ୍ୱୀପ- ନିରଞ୍ଜନ ନାୟକ
ତିର୍ତ୍ତୋଲ- ହିମାଂଶୁ ଭୂଷଣ ମଲ୍ଲିକ
ବାଲିକୁଦା-ଏରସମା- ଇଂ ନଳିନୀ ସ୍ୱାଇଁ
ପୁରୀ- ସୁଜିତ୍ ମହାପାତ୍ର
ବ୍ରହ୍ମଗିରି- ମିତ୍ରଭାନୁ ମହାପାତ୍ର
ଜୟଦେବ- ଜୟନ୍ତ କୁମାର ଭୋଇ
ଏକାମ୍ର ଭୁବନେଶ୍ୱର- ପ୍ରଶାନ୍ତ କୁମାର ଚମ୍ପତ୍ତି
ଜଟଣୀ- ସନ୍ତୋଷ ଜେନା
ବେଗୁନିଆ- ପୃଥ୍ୱୀବଲ୍ଲଭ ପଟ୍ଟନାୟକ
ରଣପୁର- ବିଭୂ ପ୍ରସାଦ ମିଶ୍ର
ନୟାଗଡ଼- ରଞ୍ଜିତ୍ ଦାଶ
କବିସୂର୍ଯ୍ୟନଗର- ବିପିନ୍ ବିହାରୀ ସ୍ୱାଇଁ
ଖଲ୍ଲିକୋଟ- ଚିତ୍ରସେନ ବେହାରା
ଆସ୍କା- ସୁରଭି ବିଶୋୟୀ
ହିଞ୍ଜିଳି- ରଜନୀକାନ୍ତ ପାଢ଼ୀ
ବ୍ରହ୍ମପୁର- ଦୀପକ ପଟ୍ଟନାୟକ
ଦିଗପହଣ୍ଡି- ଶ୍ରୀଧର ଦେବ

0
0
0
s2sdefault