ପଦ୍ମପୁର ଥାନାପଡାରେ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)- କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପଦ୍ମପୁର ସହରର ଥାନା ପଡା ସ୍ଥିତ ଶନି ମନ୍ଦିର ଠାରେ କାର୍ତ୍ତିକ ବ୍ରତଧାରିଙ୍କ ଦ୍ବାରା ଏକ ପାରାୟଣ ପଠନ ତଥା କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ପାଳନ ହୋଇଯାଇଛି । ସମାଜସେବୀ ପଙ୍କଜିନି ପ୍ରଧାନଙ୍କ ଉଦ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ୟାସ ହରିଶ ପଣ୍ଡା ଯୋଗଦେଇ ଭାଗବତ ପାଠନ କରିଥିଲେ । ଏହି ଉତ୍ସବରେ ଶତାଧିକ ବ୍ରତଧାରୀ ଯୋଗଦେଇଥିଲେ ।

0
0
0
s2sdefault