ହେଡଲାଇନସ୍:

ଭଇଁଷାଦର୍ହା ରେ ବିଧାୟିକା ବର୍ଷାଙ୍କ ନିର୍ବାଚନ ପ୍ରଚାର |

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରବନ୍ଧ/ ମନୋହର ଦାଶ: - ଝାରବନ୍ଧ ବ୍ଲକ ଅନ୍ତର୍ଗତ ଭଇଁଷାଦର୍ହା ରେ ବିଜୁ ଜନତା ଦଳର ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ବିଧାୟିକା ବର୍ଷା ସିଂ ବରିହା ଯୋଗ ଦେଇ ଦଳୀୟ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିବା ସହିତ ବାୟୋଜ୍ୟେଷ୍ଠ ଙ୍କ ଆଶିର୍ବାଦ ଲାଭ କରିଥିଲେ । ରାଜ୍ୟସରକାରଙ୍କ ଲୋକାଭୀମୁଖି ଜନକଲ୍ୟାଣ ଯୋଜନା ବିଷୟରେ ଅବଗତ କରାଇ ଚଳିତ ସାଧାରଣ ନିର୍ବାଚନ ରେ ବିଜୁ ଜନତା ଦଳକୁ ଭୋଟ ଦେବା ପାଇଁ ନିଜ ପ୍ରଚାର ରେ ନିବେଦନ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଦଳୀୟ କର୍ମୀ ତଥା ନେତୃବୃନ୍ଦ ଉପସ୍ଥିତ ଥିଲେ ।

0
0
0
s2sdefault