ହେଡଲାଇନସ୍:

  ଘୋଷଣା ହେଲା ବିଜୁ ମହିଳା ଜନତା ଦଳର ଜୁମ୍ବୋ ଟିମ: ସୁବାଷିନୀ, ସୁଲତା, ନିବେଦିତା କାର୍ଯ୍ୟକାରୀ ସଭାନେତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • କସ୍ତୁରୀ ମହାସଚିବ, ଉପଦେଷ୍ଟା ଭାବେ ରାଜଶ୍ରୀ, ମଞ୍ଜୁଲତା, ରିତା, ଲତିକା ଓ ନନ୍ଦିନୀ 

  • କମିଟିରେ ୯ ବରିଷ୍ଠ ଉପସଭାନେତ୍ରୀ, ୨୭ ଉପସଭାନେତ୍ରୀ, ୩୫ ସାଧାରଣ ସମ୍ପାଦିକା

ଭୁବନେଶ୍ୱର : ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ବିଧାୟିକା ସ୍ନେହାଙ୍ଗିନୀ ଛୁରୀଆଙ୍କ ସୁପାରିଶ କ୍ରମେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜୁ ମହିଳା ଜନତା ଦଳ ବିଭିନ୍ନ ପଦାଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି | ଆଜି  ଘୋଷିତ ନୂଆ ଟିମରେ ୫ ଜଣ ଉପଦେଷ୍ଟା, ତିନିଜଣ କାର୍ଯ୍ୟକାରୀ ସଭାନେତ୍ରୀ, ଜଣେ ମହାସଚିବ, ଜଣେ କୋଷାଧ୍ୟକ୍ଷା, ୭ ଜୋନ ପାଇଁ ୧୨ ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ , ୯ ଜଣ ବରିଷ୍ଠ ଉପସଭାନେତ୍ରୀ, ୨୭ ଉପସଭାନେତ୍ରୀ, ୩୫ ସାଧାରଣ ସମ୍ପାଦିକା, ୩୬ ସମ୍ପାଦିକା, ୨୮ ଯୁଗ୍ମ ସମ୍ପାଦିକା, ୩୩ ସାଙ୍ଗଠନିକ ଜିଲ୍ଲା ସଭାନେତ୍ରୀ ଓ ୬୯ ଜଣ କାର୍ଯ୍ୟକାରିଣୀ  ସଦସ୍ୟ ଓ ଜଣେ ସୋସିଆଲ ମିଡ଼ିଆ ସଂଯୋଜିକାଙ୍କ ନାମ ଘୋଷଣା କରାଯାଇଥିବା ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି |

ଉପଦେଷ୍ଟା ଭାବେ  ଡ଼  ରାଜଶ୍ରୀ  ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ରିତା ତରାଇ, ଲତିକା ପ୍ରଧାନ, ନନ୍ଦିନୀ ଦେବୀ ନିକୁକ୍ତ ହୋଇଥିବା ବେଳେ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ସୁବାଷିନୀ ଜେନା, ସୁଲତା ଦେଓ, ନିବେଦିତା ମହାନ୍ତି ଓ ମହାସଚିବ ଭାବେ କସ୍ତୁରୀ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି | ଜୟଶ୍ରୀ ଦାସ କୋଷାଧ୍ୟକ୍ଷା ଓ ମାନସୀ ସୁନ୍ଦରାୟ  ସୋସିଆଲ ମିଡ଼ିଆ ସଂଯୋଜିକା ନିଯୁକ୍ତ ହୋଇଛନ୍ତି | ସେହିପରି ଜୋନାଲ ସଭାପତି ଭାବେ ଭୁବନେଶ୍ୱର ପାଇଁ ରଞ୍ଜୁଲତା ରାୟ ସଭାନେତ୍ରୀ ଓ ପୁଷ୍ପାଞ୍ଜଳି ରଣା  (କାର୍ଯ୍ୟକାରୀ ସଭାନେତ୍ରୀ), କଟକ ପାଇଁ ସୁଭଦ୍ରା ଦାସ ସଭାନେତ୍ରୀ ଓ ପ୍ରଭାସିନୀ ଷଡ଼ଙ୍ଗୀ କାର୍ଯ୍ୟକାରୀ ସଭାନେତ୍ରୀ, ବାଲେଶ୍ୱର ପାଇଁ ବୀଣାପାଣି ସାହୁ ସଭାନେତ୍ରୀ ଓ ମିନା ମାଝି କାର୍ଯ୍ୟକାରୀ ସଭାନେତ୍ରୀ, ସମ୍ବଲପୁର ପାଇଁ ସବିତା ଆଚାର୍ଯ୍ୟ ସଭାନେତ୍ରୀ ଓ ସନ୍ଧ୍ୟାରାଣୀ ଲାକ୍ରା କାର୍ଯ୍ୟକାରୀ ସଭାନେତ୍ରୀ, ବଲାଙ୍ଗୀର ପାଇଁ କଲ୍ୟାଣୀ ନାୟକ ସଭାନେତ୍ରୀ ଓ ପୁଷ୍ପାଞ୍ଜଳି ପାଣ୍ଡେ କାର୍ଯ୍ୟକାରୀ ସଭାନେତ୍ରୀ, ଗଂଜାମ ପାଇଁ ମମତା ବିଶୋଇ  ସଭାନେତ୍ରୀ ଓ କୋରାପୁଟ ଜୋନ ପାଇଁ  ରିତା  ପାଣିଗ୍ରାହୀ  ସଭାନେତ୍ରୀ ନିଯୁକ୍ତ ହୋଇଛନ୍ତି | 

ବରିଷ୍ଠ ଉପସଭାନେତ୍ରୀ ଭାବେ ସନ୍ଧ୍ୟାରାଣୀ  ବିଶ୍ୱାଳ, ସଂଯୁକ୍ତ ମହାନ୍ତି, ପଦ୍ମିନୀ ଶେଖର ଦେଓ, ଜ୍ୟୋତି ପାଣିଗ୍ରାହୀ, ନିବେଦିତା ନାୟକ, କନକପ୍ରଭା ଲେଙ୍କା, ପ୍ରଭାସିନୀ ନନ୍ଦ, ସଂଯୁକ୍ତା ମହଲ,ଉମିଲତା ଦାସ ନିଯୁକ୍ତ ହୋଇଥିବା ବେଳେ ଉପସଭାନେତ୍ରୀ  ଭାବେ ମହାମାୟା ସ୍ୱାଇଁ, ସୁନିତା ବିଶ୍ୱାଳ, କ୍ୟୁ. ସୁଲତାନା, ଉଷାରାଣି ମହାନ୍ତି, ବାସନ୍ତୀ ମହାପାତ୍ର, ମାଳତୀ ଗୁରୁ, ଗୋପା ମହାନନ୍ଦ , ପ୍ରୀତିନନ୍ଦା ରାଉତରାୟ, ଉଷା ପ୍ରଧାନ, ସୁଜାତା ପଣ୍ଡା, କବିତା ପୁରୋହିତ, ସିପ୍ରା ମହାନ୍ତି, ରୁନୁ ଜେନା, ମାଳତୀ ସାହୁ,  ରୀଜୱାନା  ବେଗୁଁ, କେ  ମାଧବୀ, ସାଇଶ୍ରୀ  ପଟ୍ଟନାୟକ, ଶ୍ରଦ୍ଧାଞ୍ଜଳି ରାୟ, ସାଧନା ସାମନ୍ତରାୟ, ବବିତା ସ୍ୱାଇଁ, ନିନା ରାଣୀ ସାମଲ, ସୁଜାତା  ପାଳ, ମାନିନୀ ଭୋଇ, ସୀମା ନାୟକ, ମିନତୀ ଦେବତା, ସମ୍ପତି ମୋଡା, ଓ ଜ୍ୟୋତିରେଖା ନାୟକ ନିଯୁକ୍ତ ହୋଇଛନ୍ତି |

ସାଧାରଣ ସମ୍ପାଦିକା ଭାବେ  ଆରତୀ ଚୌଧୁରୀ, ସବିତା ବେହେରା, ଲାରା ମହାପାତ୍ର, ସମ୍ପା ମଜୁମଦାର, ରୀନା ଗଡ଼ନାୟକ, ସକୁନ୍ତଳା ସାହୁ, ଅରୁଣିମା ନନ୍ଦ, ଜ୍ୟୋତ୍ସ୍ନା ରାଣୀ ଜେନା, ମଞ୍ଜୁ ପଣ୍ଡା, ତେହେରା ଖାତୁନ୍, ଲିଙ୍କନ୍ ସୁବୁଦ୍ଧି, ପୁଷ୍ପା ଦାସ, ସ୍ୱର୍ଣ୍ଣ ପ୍ରଭା ରାୟ, ମୀତା ରାଉତ, ସୁନନ୍ଦା କୁମାରୀ ପତି, ପୁଜାରାଣୀ ବଳ, ନମିତା ନାୟକ, ସୋନାଲି ଡାକୁଆ, ରୋଜାଲିନ୍ ପଟେଲ, ଜ୍ୟୋତ୍ସ୍ନା ପାଢ଼ୀ, ମାଳତୀ ମାଝୀ, ଇତିଶ୍ରୀ ଜେନା, କଳ୍ପନା ଭୋଳ, ତନ୍ମୟୀ ରାୟ, ସୁନୀତା ସିଂହ, ଉଷା ସାମଲ, ମମତା ଦଣ୍ଡପାଟ, ବନ୍ଦନା କର, ଲକ୍ଷ୍ମୀ ନାୟକ, ସ୍ୱପ୍ନା ସରିତା ବଳ, ମିନତୀ ନାୟକ, ସୀମା ଦାସ, ସୁମିତ୍ରା ମହାପାତ୍ର, ପୁଷ୍ପା ସ୍ୱାଇଁ ଙ୍କୁ ନିଯୁକ୍ତି ଦିଆଯାଇଛି | 

 

 

0
0
0
s2sdefault