ହେଡଲାଇନସ୍:

ଜାମସେଠ ଗାଁକୁ ବିଶୋଧନ କଲା ଅଗ୍ନି ଶମ ବିଭାଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଳ:ପାଇକମାଳ ବ୍ଳକ ଜାମସେଠ ଗାଁରେ କରୋନା ପଜିଟିଭ ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଗାଁ ଲୋକେ ଚିନ୍ତିତ । ଏ ଯାଏଁ ମୋଟ ୩୦ ଜଣ ଲୋକ ଆକ୍ରାନ୍ତ ହୋଇସାରିଲେଣି । ଏଣୁ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଜାମସେଠ ସରପଞ୍ଚ ରମ୍ଭା ତାଣ୍ଡିଙ୍କ ତତ୍ତ୍ଵାବଧାନରେ ପାଇକମାଳ ଅଗ୍ନଶମ ବିଭାଗ ପକ୍ଷରୁ ରବିବାର ସକାଳେ ଜାମସେଠ ଗାଁକୁ ବିଶୋଧନ କରାଯାଇଛି। ଶନିବାର ଓ ରବିବାର ସଟଡାଉନ ଘୋଷଣା କରାଯାଇଥିଲା। ବିଶୋଧନ ସମୟରେ ଅଗ୍ନିଶମ ବିଭାଗକୁ ଗ୍ରାମବାସୀ ସହଯୋଗ କରିଥିଲେ। ପ୍ରତ୍ୟେକ ଲୋକ ମାକ୍ସ,ସାନିଟାଇଜର , ଶାରୀରିକ ଦୂରତା ରକ୍ଷା କରିବାକୁ କୁହାଯାଇଛି।

0
0
0
s2sdefault