ହେଡଲାଇନସ୍:

ବୁଡେନ ଗ୍ରାମକୁ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କଲା ଗ୍ରାମ୍ୟକମିଟି ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର-ପଦ୍ମପୁର ବ୍ଳକ ବୁଡେନ ଗ୍ରାମପଞ୍ଚାୟତ ଅଧିନସ୍ଥ ବୁଡ଼େନ ଗ୍ରାମରେ ଲୋକଙ୍କୁ ବର୍ତ୍ତମାନ ଥଣ୍ଡା, କାଶ, ଜ୍ଵର ହେଉଅଛି । ଗ୍ରାମରେ ଅଧିକାଂଶ ଲୋକଙ୍କୁ ଜ୍ବର ହେଉଥିବାରୁ ପ୍ରାୟ ତିନି ଚାରି ଦିନ ହେବ କିଛିଲୋକ ପଦ୍ମପୁର ଡାକ୍ତରଖାନକୁ ଯାଇ କରୋନା ପରିକ୍ଷା କରିବାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ  ବୁଡେନ ଗ୍ରାମବାସୀ ଭୟଭୀତ ହୋଇ ୧୨.୦୪.୨୦୨୧ ଦିନ ଗ୍ରାମର ଶାନ୍ତି କମିଟା ଏବଂ ଭଦ୍ରବ୍ୟକ୍ତିଙ୍କୁ ନେଇ ଏକ ସଭା ହୋଇଥିଲା । ଏହି ସଭାରେ ଆସନ୍ତା ତାରିଖ ୧୩.୦୪.୨୦୨୧ ଠାରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ବୁଡେନ ଗ୍ରାମକୁ ସଟ୍ କରିବା ପାଇଁ ଗ୍ରାମ୍ୟ କମିଟି ନିଷ୍ପତି ନେଇଛନ୍ତି ।ବୁଡେନ ଗ୍ରାମର ପ୍ରତ୍ୟେକ ଘରକୁ ସାନିଟାଇଜ କରିବା ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଛନ୍ତି ।

0
0
0
s2sdefault