ହେଡଲାଇନସ୍:

ଓଡିଶାକୁ ଗୌରବାନ୍ୱିତ କଲେ ସୋଏବ , ରଚିଲେ ଇତିହାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ୭୨୦ ରୁ  ୭୨୦  ନମ୍ବର ରଖି ରାଉରକେଲାର ସୋଏବ ଆଫତାବ ସାରା ଭାରତରେ  NEET ଟପ୍ପର। ନିଟ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଗୌରବ ହାସଲ କରିବାରେ ସେ ପ୍ରଥମ ବୋଲି କୁହଯାଉଛି  | ସୋଏବଙ୍କ ଏ ସଫଳତା କେବଳ ରାଉରକେଲା ନୁହେ, ସାରା ଓଡିଶାକୁ ଗୌରବାନ୍ୱିତ କରିଛି | ଜାତୀୟ ଗଣମାଧ୍ୟମ ଟାଇମ୍ସନାଓକୁ ଏକ ସାକ୍ଷାତକାର ଦେଇ ସୋଏବ  କହିଛନ୍ତି ଯେ ତାଙ୍କ ବାପା ଓଡ଼ିଶାରେ ବ୍ୟବସାୟ କରନ୍ତି । ତାଙ୍କର ପଢା ପାଇଁ ସେ ମାଙ୍କ ସହିତ ରାଜସ୍ଥାନର କୋଟାଠାରେ ଏକ କୋଚିଂ ସେଣ୍ଟରରେ ପ୍ରସ୍ତୁତି ଜାରି ରଖିଥିଲେ | 

NEET result 2020 topper: Shoyeb Aftab from Odisha scores full marks, secures AIR 1 in medical entrance exam

 

 

0
0
0
s2sdefault