ହେଡଲାଇନସ୍:

ଟିଟିଲାଗଡ ରେ ପ୍ରଥମ କୋରୋନା ରୋଗୀ ମୃତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ/ ଗୌରବ ଦର୍ଜି: ଟିଟିଲାଗଡ ରେ ଆଜି ପ୍ରଥମ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ସେ ଗତ କିଛି ଦିନ ହେଲା ଟିଟିଲାଗଡ ସ୍ଥିତ ଏମ୍ ସି ଏଚ୍ ଚିକିତ୍ସିତ ହେଉଥିଲେ।  ଟିଟିଲାଗଡ ର ହାଟପଦା ପଡା ୧୫ ନମ୍ୱର୍ ୱାର୍ଡ ର  ମୃତ ମହିଳା ଜଣକ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗ ରେ ପୀଡ଼ିତ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି। କୋରୋନା ରୋଗୀ ର ମୃତ୍ୟୁ ପରେ ଟିଟିଲାଗଡ ରେ ଭୟ ର ବାତାବରଣ ଖେଳିଯାଇଛି।

0
0
0
s2sdefault