ହେଡଲାଇନସ୍:

ରାଜ୍ୟରେ ଆଜି ଅଠତିରିଶ ଶହ ଟପିଲା କରୋନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବହୁଦିନ ପରେ ଗଂଜାମ ଶହେ ତଳେ, ମୃତ୍ୟୁ ସଂଖ୍ୟା ୧୦  

ଭୁବନେଶ୍ୱର (ଶାସକ ପ୍ରଶାସକ) : କାଲି  ରାଜ୍ୟରେ  ୩୮୨୦ ଜଣ କୋଭିଡି ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଚିହ୍ନଟ (ଗତ୨୪ ଘଣ୍ଟା ଭିତରେ ) ଚିହ୍ନଟ ହୋଇଛନ୍ତି ୩୮୬୧ ଜଣ | ଆଉ ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ପ୍ରାଣ ହରାଇଛନ୍ତି ୧୦ ଜଣ | ଆଜି ଘୋଷିତ ଆକ୍ରାନ୍ତଙ୍କ ମଧ୍ୟରୁ ମଧ୍ୟରୁ ୨୨୭୮  ଜଣ ସଂଗରୋଧରୁ ଓ  ୧୫୮୩  ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି | ଗତକାଲି ୨୫୯୦ ଜଣ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୮୯୨ ରେ ପହଂଚିଛି | ଏଯାବର ୯୬୩୬୪ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୦୯୧୯  ରହିଛି | ରାଜ୍ୟରେ ଏଯାବତ  ୨୧୪୩୫୬୬ ଟି ନମୁନା ଯାଞ୍ଚ ହୋଇସାରିଲାଣି |

ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୭୬୭ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୮୬ , ଅନୁଗୋଳ ୧୨୦, ବାଲେଶ୍ୱର ୧୦୫ , ବରଗଡ ୧୭୬ ,ଭଦ୍ରକ ୧୦୭, ଯାଜପୁର ୨୮୫ , ଝାରସୁଗୁଡା ୧୯୯ , ମୟୁରଭଞ୍ଜ ୧୨୨ , ପୁରୀ ୨୦୦ , ରାୟଗଡା ୧୫୩ , ସୋନେପୁରରୁ  ୧୧୭ ଜଣ ଆଉ ନୂଆ କରି ବର୍ଗିକୃତ ହୋଇଥିବା  ଷ୍ଟେଟ ପୁଲରୁ ୧୪୦ ଜଣ  ଚିହ୍ନଟ ହୋଇଛନ୍ତି | 

 

Covid-19 Report For 6th September

New Positives Cases: 3861

In quarantine:   2278

Local contacts: 1583

New Recoveries: 2590

Cumulative Tested: 2143566

Positive:127892

Recovered: 96364

Active Cases:30919

District Wise କ୍ୟାସେସ

1. Angul: 120

2. Balasore: 105

3. Bargarh: 176

4. Bhadrak: 74

5. Balangir: 75

6. Boudh: 22

7. Cuttack: 386

8. Deogarh: 12

9. Dhenkanal: 74

10. Gajapati: 14

11. Ganjam: 91

12. Jagatsinghpur: 86

13. Jajpur: 285

14. Jharsuguda: 199

15. Kalahandi: 28

16. Kandhamal: 25

17. Kendrapada: 83

18. Keonjhar: 66

19. Khurda: 767

20. Koraput: 86

21. Malkangiri: 33

22. Mayurbhanj: 122

23. Nawarangpur: 44

24. Nayagarh: 57

25. Nuapada: 48

26. Puri: 200

27. Rayagada: 153

28. Sambalpur: 77

29. Sonepur: 117

30. Sundargarh: 96

31. State Pool: 140

0
0
0
s2sdefault