ହେଡଲାଇନସ୍:

ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ନେଲେ ଆଇପିଏସ ଅଫିସର  କବିତା ଜଲାନ୍ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ):  ଉତ୍ତରାଞ୍ଚଳ ଡିଆଇଜି ଭାବେ ଶୁକ୍ରବାର ସମ୍ବଲପୁର ସ୍ଥିତ କାର୍ଯ୍ୟାଳୟରେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ୨୦୦୩ ବ୍ୟାଚ ଆଇପିଏସ ଅଫିସର  କବିତା ଜଲାନ୍ l ଉତ୍ତରାଞ୍ଚଳ ଡିଆଜି ହିମାଂଶୁ ଲାଲ କେନ୍ଦ୍ରୀୟ ଡେପୁଟେସନ ରେ ଯିବା ପରେ ସେହି ସ୍ଥାନରେ ଏସଟିଏଫ ଡିଆଜି ଜୟ ନାରାୟଣ ପଙ୍କଜଙ୍କୁ  ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା l  ଆଇପିଏସ କବିତା ଜଲାନ୍ ପଶ୍ଚିମାଞ୍ଚଳ ଡିଆଜି ଭାବେ ରାଉରକେଲା ରେ କାର୍ଯ୍ୟରତ ଥିଲେ l

0
0
0
s2sdefault