ହେଡଲାଇନସ୍:

ଚବିଶି ଘଂଟାରେ ୬୪,୩୯୯ ଆକ୍ରାନ୍ତ, ୮୬୧ ମୃତ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୪,୩୯୯  କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୮୬୧ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା  ୨୧,୫୩,୦୧୧  ହୋଇଥିବା ବେଳେ ସକ୍ରିୟ ଅଛନ୍ତି  ୬,୨୮,୭୪୭   ଜଣ | ଏ ଯାବତ ଦେଶରେ ୧୪,୮୦,୮୮୫   ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ମୃତ୍ୟୁ ସଂଖ୍ୟା  ୪୩,୩୭୯  ରେ ପହଂଚିଛି | 

0
0
0
s2sdefault