ହେଡଲାଇନସ୍:

ସୁସ୍ଥ ହେଲେ ଆଉ ୧୨୦ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ୱର : ଆଜି ରାଜ୍ୟରେ ଆଉ ୧୨୦ ଜଣ ସୁସ୍ଥ ହୋଇଛନ୍ତି | ସେମାନଙ୍କ ମଧ୍ୟରେ ୩୦ ଜଣ ଗଂଜାମରୁ, ୧୯ ଜଣ ଖୋର୍ଦ୍ଧାରୁ, ୧୪ ଜଣ  ବାଲେଶ୍ୱରରୁ, 12 ଜଣ ବଲାଙ୍ଗୀରରୁ, ୯ ଜଣ ଢେଙ୍କାନାଳରୁ, ନୟାଗଡ ଓ ସୁନ୍ଦରଗଡରୁ ୭ଜଣ ଲେଖାଏଁ, 6 ଜଣ ଅନୁଗୁଳରୁ, ୫ ଜଣ  କେନ୍ଦୁଝରରୁ, ଜଗତସିଂହପୁର ଓ  ପୁରୀରୁ ୪ଜଣ ଲେଖାଏ ଏବଂ  ଦେଓଗଡ, କେନ୍ଦ୍ରାପଡ଼ା ଓ ଝାରସୁଗୁଡାରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି | ଫଳରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ରାଜ୍ୟରେ ପହଁଚିଲା ୨୪୭୪ରେ  | 

0
0
0
s2sdefault