ହେଡଲାଇନସ୍:

ରାଜ୍ୟରେ ଆଜି ୧୩୬ ନୂଆ କରୋନା ପଜିଟିଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର  : ରାଜ୍ୟରେ  ଆଜି୧୩୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ମୋଟ ୩୩୮୬ରେ ପହଞ୍ଚିଛି । ଏ ଯାବତ କାଲି ସୁସ୍ଥ ହୋଇଥିବା ୧୪୯ ଜଣଙ୍କୁ ମିଶାଇ ୨୨୮୨  ରହିଥିବା ବେଳେ ନୂଆ   ଜଣ ଆକ୍ରାନ୍ତଙ୍କ ସହ ସକ୍ରିୟ ସଂଖ୍ୟା  ୧୦୯୨ରେ ପହଞ୍ଚିଛି ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କଟକରେ ସର୍ବାଧିକ ୬୧ ଜଣ ଚିହ୍ନଟ ହୋଇଥିବା ବେଳେ  ଖୋର୍ଦ୍ଧା ୧୭,  କନ୍ଧମାଳ 15,  ମୟୁରଭଞ୍ଜ ୯ ଜଣ, କେନ୍ଦୁଝର ୮ ଜଣ , ଗଜପତି ୭, ଝାରସୁଗୁଡାରେ ୪ଜଣ, ଢେଙ୍କାନାଳ, ପୁରୀ ଓ ଗଞ୍ଜାମରେ ୩ ଜଣ ଲେଖାଏଁ , କଳାହାଣ୍ଡି ଓ ନୂଆପଡ଼ାରେ 2ଜଣ ଲେଖାଏଁ  ଓ ସମ୍ବଲପୁରରେ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି ।

0
0
0
s2sdefault