ହେଡଲାଇନସ୍:

 ୨୧୦୦  ଟପିଲା କରୋନା ସୁସ୍ଥଙ୍କ ତାଲିକା : ଆଜି ସୁସ୍ଥ ହେଲେ ୧୪୦

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

  ଭୁନନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୧୪୦ ଜଣ କରୋନା ଆକ୍ରାନ୍ତ | ଫଳରେ ୨୧୦୦ ଅଙ୍କ  ଟପି ସୁସ୍ଥଙ୍କ ସଂଖ୍ୟା ପହଁଚିଲା ୨୧୩୩ର | ଆଜି ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରେ ଅଛନ୍ତି କଟକର ୨୪ ଜଣ, ଗଞ୍ଜାମର ୨୨ଜଣ, ନୂଆପଡାର ୨୧ଜଣ,  ଯାଜପୁର, ଖୋର୍ଦ୍ଧା ଓ ଜଗତସିଂହପୁରର ୧୧ ଜଣ ଲେଖାଏଁ, ସୁନ୍ଦରଗଡର ୮ ଜଣ,  ବଲାଙ୍ଗୀର ଓ  ଭଦ୍ରକର ୭ ଜଣ ଲେଖାଏଁ,  ଢେଙ୍କାନାଳର ୫ ଜଣ, ବରଗଡ, କେନ୍ଦ୍ରାପଡ଼ା ଓ ସମ୍ବଲପୁରର ୩ ଜଣ ଲେଖାଏଁ ଓ  ବାଲେଶ୍ୱର  ଏବଂ  ପୁରୀରୁ ୨ଜଣ ଲେଖାଏ ସାମିଲ ଅଛନ୍ତି | 

0
0
0
s2sdefault