ହେଡଲାଇନସ୍:

 ଓଡିଶା ମୋ ପରିବାର" ସହାୟତା କେନ୍ଦ୍ର : ଗୋଟେ ଦିନରେ ୨୧୫ ଜଣ ପ୍ରବାସୀ ଶ୍ରମିକ ଙ୍କୁ ସହାୟତା ପ୍ରଦାନ l 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) : ସମ୍ବଲପୁର ଅଇଁଠାପାଲି ଠାରେ "ଓଡିଶା ମୋ  ପରିବାର" ସହାୟତା କେନ୍ଦ୍ର ର ଆଜି  ଷଷ୍ଠ  ଦିନ ରେ ୨୧୫ ଜଣ ପ୍ରବାସୀ ଶ୍ରମିକ ଙ୍କୁ ସହାୟତା ପ୍ରଦାନ କରା ଯାଇଛି I ଆଜି ସହାୟତା କେନ୍ଦ୍ର କୁ କୁଚିଣ୍ଡା ବିଧାୟକ କିଶୋର ନାୟକ ଆସି ପ୍ରବାସୀ ଶ୍ରମିକ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ l ମୁମ୍ବାଇ ଠାରୁ କୋଲକାତା ଯାଉଥିବା ୩ ଟି ବସ, ବିହାର ଯାଉଥିବା ପଥଚାରି ଶ୍ରମିକ ମାନଙ୍କୁ ଶୁଖିଲା ଖାଦ୍ୟ, ପାନୀୟ ଜଳ ବଣ୍ଟନ କରାଯିବା ସହ ବିହାର ଯାଉଥିବା ପଥଚାରି ଶ୍ରମିକ ମାନଙ୍କ ପାଇଁ ପୋଲିସ ସହାୟତାରେ ଗାଡି ରେ ପଠାଯାଇଥିଲା I ଆଜି ଏହି ସହାୟତା ଶିବିର ରେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ. ସିଦ୍ଧାର୍ଥ ଦାସ ଙ୍କ ଉପସ୍ଥିତି ରେ ବିଜେଡି ରାଜ୍ୟ ପରିଷଦ ସଭ୍ୟ ହୀରାଲାଲ ବେହେରା, ମହମ୍ମଦ ସନ୍ନlଉଲ୍ଲା, ବିଜୟ ଅଜମେରୀଆ, ରଚିନ୍ଦ୍ର କୁଅଁର,ଖରାସନୁ ଦେବ, ବିଜୟ ସ୍ୱାଇଁ, ନିହାଲ ସିଂହ, ଲିଙ୍ଗରାଜ ତ୍ରିପାଠୀ, ଦିଲୀପ ଦାଶ,ପ୍ରଫୁଲ୍ଲ ବକ୍ସି, ସୌମେନ୍ଦ୍ର ହୋତା, ନିଶିଥ ଆକାଶ, ଅମିତ ନାଥ,  ଆଇନଜୀବୀ ଚିତ୍ତରଞ୍ଜନ ପଣ୍ଡା, ତାରା ଚାନ୍ଦ ବାଗ, ସୁକେନଜିତ ମିତ୍ର, ସଇରେନ୍ଦ୍ରୀ ନାୟକ,ସୁବାଶିଷ ପଣ୍ଡା,ବୃନ୍ଦାବନ ବେହେରା,ଜୟନାରାୟଣ ନାଗ, ଅଶୋକ ମହାକୁଳ, ସନ୍ଦୀପ ଦେହୁରୀ,ଅନୁକୂଳ ସାମଲ,ସାଗର ବେହେରା,କ୍ୱିଲୁ ସାହୁ,ପିଙ୍କି ତାଣ୍ଡିଆ,ରିଙ୍କି ତାଣ୍ଡିଆ,ଗଣେଶ ଜଗଦେଲା, ଗୋଲଡେନ ସୁନା,ମୁନା ପଣ୍ଡା,ବିକାଶ ସେନାପତି,କରନ ସିକନ୍ଦର, ତାରାକାନ୍ତ ନାୟକ,କ୍ରିଷ୍ଣା ନାୟକ, ରଞ୍ଜନ ଭୋଇ, ସରୋଜ ସାହୁ ପ୍ରମୁଖ ସହାୟତା ଶିବିର ପରିଚାଳନା କରି ଥିଲେ I

 

0
0
0
s2sdefault