ହେଡଲାଇନସ୍:

ଖୋଲିବନି ସିନା, ପରୀକ୍ଷା କରାଇପାରିବେ ସ୍କୁଲ କଲେଜ ଓ ସବୁ ପ୍ରକାର ଶିକ୍ଷାନୁଷ୍ଠାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର :  ସ୍କୁଲ କଲେଜ ଜୁଲାଇ ୩୧ ରା଼ରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଘୋଷଣା କରିଥିବା ନେଲେ ଆଜି ସେ ଗାଇଡ଼ ଲାଇନରେ ସଂଶୋଧନ କରି ପରୀକ୍ଷା ପତ୍ର ପାଇଁ ଅନୁମତି ଦେଇଛନ୍ତି | ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ଆଜି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, ତାଲିମ, କୋଚିଂ ସେଣ୍ଟର ଆଦି ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ | ହେଲେ ସେମାନେ ପରୀକ୍ଷା ପରିଚାଳନା କରିପାରିବେ" | ହେଲେ ପରୀକ୍ଷା ପରିଚାଳନା କେମିତି ହେବ ସେ ସମ୍ପର୍କରେ ସଂପୃକ୍ତ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ  | ସେହିଭଳି କୃଷି, ପଶୁପାଳନ ଓ ମତ୍ସ୍ୟପାଳନ ଓ ଚାଷ କାର୍ଯ୍ୟକୁ ବି ଅନୁମତି ମିଳିଛି

0
0
0
s2sdefault