ହେଡଲାଇନସ୍:

ରାସ୍ତା ତଳକୁ ଖସିଲା କାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହରଭଙ୍ଗା :- ପ୍ରତାପ ମେହେର // ଗତ ରାତିରେ ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧସହର ଉପକଣ୍ଠ ହରଭଙ୍ଗା ବ୍ଲକ୍ ସରସରା ପଞ୍ଚାୟତ ର  ରଇଠାଣୀ ଗ୍ରାମ ନିକଟରେ ଏକ ଇଣ୍ଡିକୋ ଗାଡି ଭାରସାମ୍ୟ ହରାଇ ରାସ୍ତାତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଇଣ୍ଡିକୋର ପଞ୍ଜିକରଣ ନମ୍ବର ହେଉଛି ଓଡି୨୭-୯୪୬୨ ଓ ଗାଡିଟି ବୌଦ୍ଧବ୍ଲକ ବାଉଁଶୁଣୀ ଥାନା ଅଞ୍ଚଳ ସାହାଜପାଲ ଗ୍ରାମର ବୋଲି ଜଣାପଡିଛି । କୌଣସି ସ୍ଥାନକୁ ଯାଇ ରାତିରେ ଫେରୁଥିବାବେଳେ ଭାରସାମ୍ୟ ହରାଇ ରାସ୍ତାତଳକୁ ଖସିପଡିଥିଲା । କେହି ମୃତାହତ ହୋଇଥିବା ସୂଚନା ନାହିଁ ।

0
0
0
s2sdefault