ହେଡଲାଇନସ୍:

ଅଜଣା ବ୍ୟକ୍ତି ର ମୃତ ଶବ ଠାବ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସିନପାଲିରୁ ନିରାକାର ମେହେର :  ନୂଆପଡା ଜିଲ୍ଲା ସିନାପାଲୀ ବ୍ଲକ ଅନ୍ତର୍ଗତ କାପ୍ସି ଗ୍ରାମ ରେଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | କାପ୍ସି ଗାଁ ଦେଇ ବିଜୁ ଏକ୍ସପ୍ରେସ କାମ ଚାଲୁଥିବା ବେଳେ ରାସ୍ତା ର ପାର୍ଶ୍ଵ ରେ ଅଜଣା ବ୍ୟକ୍ତି ର ମୃତ ଦେହ ପଡିରହିଥିବା ର ଦେଖିବାକୁ ମିଳିଛି !ଉକ୍ତ ଗାଁ ର କୃଷକ ମାନେ ସେ ରାସ୍ତା ଦେଇ ବିଲ କୁ ଯାଉଥିବା ବେଳେ ଶବ କୁ ଦେଖିଥିଲେ | ତାହା ପରେ ସିନାପାଲି ଅଂଚଳ ରେ ଖବର ପ୍ରଶାରୀତ ହେବା ପରେ ଘଟଣା ସ୍ଥଳ ରେ ଅନେକ ଲୋକଙ୍କ ଭିଡ଼ ଜମିଥିଲା ଓ ସିନାପାଲି ପୋଲିସ ଘଟଣା ସ୍ଥଳ ରେ ପହଂଚି ଶବ କୁ ଜବତ କରିବା ସହ ଶବବ୍ୟବଛେଦ ପାଇଁ ପଠାଇଥିଲେ | ପାରିପାସ୍ବୀକ ସ୍ଥିତି ରୁ ଏହା ଏକ ହତ୍ୟା କି ଆତ୍ମହତ୍ୟା ଏପର୍ଯ୍ୟନ୍ତ ଜଣା ପଡିନଥିବା ବେଳେ ପୋଲିସ ଏହାକୁ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବାର ଥାନା ସୂତ୍ର ରୁ ପ୍ରକାଶ ପାଇଛି | ପ୍ରାପ୍ତ ଖବର ଅନୁସାରେ ମୃତ ବ୍ୟକ୍ତି ଜଣକ ଶରଧାପୁରର ଧନୁ ରଇତି ବୋଲି ଜଣା ପଡିଛି !

0
0
0
s2sdefault