ହେଡଲାଇନସ୍:

ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସିଏମଆରଏଫକୁ ୬୯. ୦୦୦ ଟଙ୍କା ସହାୟତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୬୯ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

   ବିଦ୍ୟାଳୟର ସମସ୍ତ ୪୦ ଜଣ ଶିକ୍ଷକ , ଶିକ୍ଷୟିତ୍ରୀ ଓ  କର୍ମଚାରୀଙ୍କ ଠାରୁ ରିଲିଫ୍ ପାଣ୍ଠିକୁ ଦାନ ସଂଗ୍ରହ କରି ଉକ୍ତ ପ୍ରଦାନ କରିଛନ୍ତି। ସଂପ୍ରତି ଦେଶ ତଥା ରାଜ୍ୟର ଦୁଃସ୍ଥିତି ସମୟରେ କର୍ମଚାରୀଙ୍କ ଏତାଦୃଶ୍ୟ ଦାନାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜି.ସୁଦର୍ଶନ ରାଓ ସାଧୁବାଦ ଜଣାଇଛନ୍ତି।

0
0
0
s2sdefault