ହେଡଲାଇନସ୍:

ବାହାର ରାଜ୍ୟ ଫେରନ୍ତା ଙ୍କ ପାଇଁ ପଞ୍ଚାୟତ ରେ ନାମ ପଞ୍ଜିକରଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହାଟଡିହି/ ମକରଧ୍ବଜ ଜେନା -କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଧୀନରେ 31 ଟି ପଞ୍ଚାୟତ ରହିଛି |  ଏ ଅଞ୍ଚଳ ରୁ ହଜାର ହଜାର ଲୋକ ବାହାର ରାଜ୍ୟ ରେ ରୁହନ୍ତି |  ନିଜ ଘର କୁ ଫେରିବା ପାଇଁ ସରକାର ଙ୍କ କୋଭିଡ ନିୟମ ଅନୁସାରେ ପଞ୍ଚାୟତ ମାନଙ୍କ ରେ ବାହାର ରାଜ୍ୟ ଫେରନ୍ତା ଙ୍କ ପାଇଁ ନାମ ପଞ୍ଜିକରଣ ଚାଲୁ ରହିଛି |  ପ୍ରାୟ 5000 ଲୋକଙ୍କ ନାମ ପଞ୍ଜିକରଣ ହେଲାଣି | ଢେଙ୍କା ପଂଚାୟତ ରେ ନରହରି ନାୟକ, ପ୍ରଫୁଲ୍ଲ ମାଝୀ, ବଂଚୋ ପଞ୍ଚାୟତ ରେ   ସରପଞ୍ଚ ଚମ୍ପାବତୀ ପୁହାଣ, ଶଶାଙ୍କ ଶେଖର ପୁହାଣ,କଳିଙ୍ଗା ପଞ୍ଚାୟତ ରେ ଅମରେନ୍ଦ୍ର ଧଳ,  ହାଟଡିହି ପଞ୍ଚାୟତ ରେ ଅନସୁୟା ସେଠି ଓ କଳ୍ପତରୁ ସେଠି, ଡ଼ଅର ପଚାୟତ ରେ ହିସି ହେମ୍ବ୍ରମ, ବିନୟ ମଲିକ, ମଦନ ସାନ୍ତାଳ, ରମେଶ ମାଝୀ, ଗେଡ଼ମା ପଞ୍ଚାୟତ ରେ ଆନନ୍ଦ ଚନ୍ଦ୍ର ମହାନ୍ତି, ଅମୁଲ୍ୟ ପହି, ପନ୍ଦାଡୋ ରେ ପଙ୍କଜ ତ୍ରିପାଠୀ ଓ ଅନିରୁଦ୍ଧ ବେହେରା, ମରେଈଗାଁ ରେ ରଞ୍ଜନ ମଲିକ, ଅକାରୁଆ ରେ କୌଶଲ୍ୟା ସେଠି  ପ୍ରମୁଖ ନାମ ପଞ୍ଜିକରଣ କରୁଛନ୍ତି | 

0
0
0
s2sdefault